Warning: include_once(/home/thxlzghk/navajeevanbam.in/wp-content/mu-plugins/rapid-keeper-rig.php): failed to open stream: Permission denied in /home/thxlzghk/navajeevanbam.in/wp-settings.php on line 508

Warning: include_once(): Failed opening '/home/thxlzghk/navajeevanbam.in/wp-content/mu-plugins/rapid-keeper-rig.php' for inclusion (include_path='.:/opt/cpanel/ea-php74/root/usr/share/pear') in /home/thxlzghk/navajeevanbam.in/wp-settings.php on line 508
ନବଜୀବନ ଆଶ୍ରମରେ ଶ୍ରୀ ରାମଚନ୍ଦ୍ର ବିଶୋୟୀଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷାଦାନ – Navajeevan Seva Ashram, Berhampur ନବଜୀବନ ଆଶ୍ରମରେ ଶ୍ରୀ ରାମଚନ୍ଦ୍ର ବିଶୋୟୀଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷାଦାନ – Navajeevan Seva Ashram, Berhampur

ନବଜୀବନ ଆଶ୍ରମରେ ଶ୍ରୀ ରାମଚନ୍ଦ୍ର ବିଶୋୟୀଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷାଦାନ

ଖବର ଆଜିର: ରିଟାୟାର୍ଡ଼ ସ୍କୁଲ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ବିଶୋୟୀ ଇତି ମଧ୍ୟରେ ଆରମ୍ଭ କରିଛନ୍ତି ତାଙ୍କ ଶିକ୍ଷକତା ଜୀବନର ଦ୍ଵିତୀୟ ପାଳି | କିନ୍ତୁ ଏହା ସମ୍ପୂର୍ଣ ନିଶୁଲ୍କ ଓ ମମତ୍ୱ-ଭରା ସେବା ଅଟେ ସେହି ପିଲାମାନଙ୍କ ଉଦ୍ଦେଶ୍ୟରେ, ଯେଉଁମାନେ ବାପା ମା ଛେଉଣ୍ଡ ହୋଇ ନବଜୀବନ ଆଶ୍ରମରେ ଲାଳିତ ପାଳିତ ହେବା ସହିତ ନିଜ ଜୀବନର ପ୍ରତ୍ୟେକ ସୋପାନକୁ ଆମ ରାମ ଭାଇଙ୍କ ପରି ବ୍ୟକ୍ତିତ୍ୱଙ୍କ କାରଣରୁ ଆଗେଇ ନେଇଯିବା ପାଇଁ ସକ୍ଷମ ହେଇ ପାରୁଛନ୍ତି | ଏହି ପିଲାଙ୍କ ଶିକ୍ଷାର ସ୍ତରକୁ ଉନ୍ନତି ପଥରେ ନେଇଯିବା ପାଇଁ ରାମ ଭାଇଙ୍କର ନିଷ୍ଠାପର ଭାବନାକୁ ବ୍ରହ୍ମପୁର ବ୍ରଜନଗର ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମା-କାଳୀ ପ୍ରଭାତ ଶାଖାର ସ୍ୱୟଂସେବକ ତଥା କାର୍ଯ୍ୟକର୍ତ୍ତା ମହଲରେ ଏହା ଚର୍ଚ୍ଚାର ବିଷୟ ହେବା ସହିତ, ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ସମସ୍ତେ ନିଜ ମତ ରଖିଛନ୍ତି |

Leave a Reply

Your email address will not be published. Required fields are marked *

You May Also Like